ନେତା ଓ ଅଫିସର ଦେବେ ସମ୍ପତ୍ତି ତାଲିକା: ଓଡିଶା ମୁଖ୍ୟମନ୍ତ୍ରୀ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ଭୁବନେଶ୍ୱର: ଓଡ଼ିଶାର ସବୁ ନେତା ଓ ଅଫିସରମନେ ସମ୍ପତି ତାଲିକା ଦେବା ବାଧ୍ୟତାମୂଳକ। ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ଓ ବିଜେଡି ସଭାପତି ନବୀନ ପଟ୍ଟନାୟକ।

ବିଜେଡି ରାଜ୍ୟ ପରିଷଦ ବୈଠକରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜନପ୍ରତିନିଧି ଓ କର୍ମଚାରୀ ପ୍ରତିବର୍ଷ ସମ୍ପତି ତାଲିକା ଦେବେ।

ତୃଣମୂଳ ସ୍ତର ରୁ ଉଚ୍ଚ ପଦସ୍ତ ଯାଏଁ ସମସ୍ତଙ୍କ ସମ୍ପ୍ରତି ତାଲିକା ଲୋକଯୁକ୍ତ ଙ୍କ ପାଖକୁ ପଠାଯିବ।


ନବୀନ କହିଛନ୍ତି ଯେ ଆମ ସରକାର ଗରିବୀ, ରୋଗ, ଆଞ୍ଚଳିକ ବୈଷମ୍ୟ, ପ୍ରାକୃତିକ ବିପର୍ଯ୍ୟୟ ଏବଂ ଅସମାନତା ବିରୋଧ ରେ ଲଢେଇ ଜାରି ରଖିଛି।

ଦୁର୍ନୀତି ନ ହଟିଲେ ଆମର ଲଢେଇ ମୁଲ୍ୟହୀନ ବୋଲି ସେ କହିଛନ୍ତି।

powered by social2s