ଭୁବନେଶ୍ୱର: ଏଣିକି ଓଡିଶା ରେ ୧୦୦ ଟଙ୍କାରେ କରିହେବ ରାପିଡ଼ ଆଣ୍ଟିଜେନ ଟେଷ୍ଟ। ଟେଷ୍ଟ ପାଇଁ ମୂଲ୍ୟ ନିର୍ଧାରଣ କଲେ ରାଜ୍ୟ ସରକାର।
ବେସରକାରୀ ପରୀକ୍ଷାଗାର ନେଇ ପାରିବେନି ୧୦୦ ଟଙ୍କାରୁ ଅଧିକ ।
ଘରୋଇ ସଂସ୍ଥା ଗୁଡିକ ଆର ଏମ ଆର ସି ତତ୍ୱାବଧାନରେ କରିବେ କୋଭିଡ ଟେଷ୍ଟ।
powered by social2s