ଭୁବନେଶ୍ୱର: ଓଡ଼ିଶାରେ ଡିସେମ୍ବର ୨୦ ତାରିଖରୁ ବଢ଼ିବ ଥଣ୍ଡା। ଉତ୍ତରା ପବନ ପ୍ରଭାବରେ ରାଜ୍ୟରେ ବଢ଼ୁଛି ଶୀତ। ଚଳିତ ବର୍ଷ କନ୍ଧମାଳ ଜିଲ୍ଲା ଜି. ଉଦୟଗିରିରେ ପ୍ରଥମ ଥର ୫ ଡିଗ୍ରୀ ଛୁଇଁଲା ରାତ୍ରି ତାପମାତ୍ରା।
powered by social2s