କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ବଳଭଦ୍ରପୁର ଠାରେ ଜଣେ ହୋମଗାର୍ଡଙ୍କୁ ଏକ ଭ୍ୟାନ୍ ଧକ୍କା ଦେଇ ପଳାଇଥିବା ଜଣାପଡ଼ିଛି। ହୋମଗାର୍ଡଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ଆଜି ସକାଳେ ଆରଟିଓ ପକ୍ଷରୁ ଚେକିଂ ବେଳେ ଅଟକାଇବାରୁ ହୋମଗାର୍ଡଙ୍କ ଉପରେ ଗଡ଼ି ମଡ଼ାଇ ପଳାଇଲା ଭ୍ୟାନ୍ ଚାଳକ। ଖବର ପାଇ ଡେରାବିଶ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା।
powered by social2s

