ଚିଲିକା ଓ ଗହିରମଥାରେ ଡଲଫିନ୍ ଗଣନା ଆରମ୍ଭ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଚିଲିକା ଓ ଗହିରମଥାରେ ଆରମ୍ଭ ହୋଇଛି ଡଲଫିନ୍ ଗଣନା। ଆଜି ସକାଳ ୬ଟା ରୁ ଏହା ଆରମ୍ଭ ହୋଇଛି ଓ ଆସନ୍ତା ୩ ଦିନ ଯାଏଁ ଚାଲିବ। ଚିଲିକାରେ ଗଣନା ପାଇଁ ପାଇଁ ସାତପଡ଼ାରୁ ୮ଟି ଓ ବାଲୁଗାଁରୁ ୧୦ଟି ସ୍ୱତନ୍ତ୍ର ଟିମ୍ ନିୟୋଜିତ ଅଛନ୍ତି। ସେହିପରି ଗହିରମଥାରେ ୯ଟି ଟିମ୍ ନିୟୋଜିତ ହୋଇଛନ୍ତି।

powered by social2s