ମାଲକାନଗିରିରେ ଆତ୍ମସମର୍ପଣ କଲେ ୯୦୭ ମାଓ ସମର୍ଥକ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ମାଲକାନଗିରି: ମାଲକାନଗିରି ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ୯୦୭ ଜଣ ମାଓ ସମର୍ଥକ । ସେମାନଙ୍କ ମଧ୍ୟରେ ୪୬୭ ଜଣ ସକ୍ରିୟ ମିଲିସିଆ ଥିବା ଜଣାପଡିଛି । ସ୍ୱାଭିମାନ ଅଞ୍ଚଳର ଘନବେଡା ବିଏସଏଫ କ୍ୟାମ୍ପରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାଓ ସମର୍ଥକ ଆତ୍ମସମର୍ପଣ କରିଛନ୍ତି ଓ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆଗେଇ ଆସିଛନ୍ତି।

powered by social2s