ଓଡ଼ିଶାରେ ଚୀନ ଭୂତାଣୁ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଓଡ଼ିଶାରେ ଚୀନ ଭୂତାଣୁ ନେଇ ମିଳିଛି ସୂଚନା । ଓଡିଶା ସମେତ ଗୁଜରାଟରେ ମଧ୍ୟ ଚୀନ ଭୂତାଣୁ ଚିହ୍ନଟ ହୋଇଛି । ଗୁଜରାଟରୁ ୨ଟି ଓ ଓଡ଼ିଶାରୁ ଜଣେ ଚିହ୍ନଟ । ଏହି ନୂଆ କୋଭିଡ ଭାରିଆଣ୍ଟ ହେଉଛି ବିଏଫ.୭ । ଏହି ଭାରିଆଣ୍ଟ ଚୀନରେ ଆତଙ୍କ ଖେଳାଇଛି । ଏହା ଓମିକ୍ରନର ଏକ ପ୍ରଜାତି । ଭାରତରେ ମୋଟ ୩ ନୂଆ ଭୂତାଣୁ ଚିହ୍ନଟ ହୋଇଛି ।

powered by social2s