ଓଡ଼ିଶାରେ ଆଗକୁ କମିବ ଶୀତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଓଡ଼ିଶାରେ ଆଗକୁ ଶୀତ କମିବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ। ଆଗାମୀ ଦୁଇ ଦିନ ଯାଏଁ ରାତି ତାପମାତ୍ରାରେ ପରିବର୍ତ୍ତନ ଦେଖାଯିବନାହିଁ। ତେବେ ଡିସେମ୍ବର ୨୫ ରୁ ଶୀତର ପ୍ରକୋପ କିଛି ମାତ୍ରାରେ ହ୍ରାସ ପାଇବାର ସମ୍ଭାବନା ରହିଛି।

powered by social2s