କୋରାପୁଟ : ( ରିପୋର୍ଟ ତ୍ରିନାଥ ପଟ୍ଟନାୟକ ): ମାଲକାନାଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ଅଣ୍ଡରାହାଲ୍ ପଞ୍ଚାୟତର ଗଈଗୁଡ଼ା ଗ୍ରାମରେ କୋରାପୁଟ ଜିଲ୍ଲା ମାଁ ଘର ସଭାନେତ୍ରୀ ପ୍ରଭାତି ରାଉତଙ୍କ ନେତୃତ୍ୱରେ ଓ ପଣ୍ଡିତ ଶିବଶଙ୍କର ମହାନ୍ତି ଓ ଅଞ୍ଜୁ ମହାନ୍ତି ଙ୍କ ଉପଦେଷ୍ଟା ରେ ଗଈଗୁଡ଼ା ଗ୍ରାମରେ ଗ୍ରାମର ୱାର୍ଡ ମେମ୍ବର ଓ ଶିକ୍ଷକ ମୋହନ ମୋହାପାତ୍ର ଙ୍କ ସହଯୋଗ ରେ ଆଦିମ ଗରିବ ବଣ୍ଡା ଜନଜାତି ମହିଳା ମାନଙ୍କୁ ଶାଡି ଗାମୁଛା ଓ ବିଭିନ୍ନ ପ୍ରକାର ର ଜିନିଷ ଗାଁରେ ବଣ୍ଟନ କରିଥିଲେ। ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଉପରେ ଗୁରୁତ୍ଵ ଦେବାକୁ ସେମାନେ ବଣ୍ଡା ଜନଜାତି ଙ୍କୁ ଉପଦେଶ ଦେଇ ଥିଲେ ଏବଂ କୋରାପୁଟ ଜିଲ୍ଲା ବୈପାରିଗୁଡାର ନିକଟସ୍ଥ ଧନଵାଲସା ଗ୍ରାମ ରେ ମଧ୍ୟ ଶାଢ଼ୀ ଗାମୁଛା ବିହନ ବଣ୍ଟନ କରାଯାଇଥିଲା l
powered by social2s

