ଭୁବନେଶ୍ୱର: ପୁଣି ଫେରିଲା ପଥୋତ୍ସବ। ବିଡିଏ ଓ ବିଏମ୍ସିର ମିଳିତ ସହଯୋଗରେ ଆଜି ସାଢ଼େ ୬ଟାରୁ ଆରମ୍ଭ ହୋଇ ୯:୩୦ ପର୍ଯ୍ୟନ୍ତ ଚାଲିଥିଲା ପଥୋତ୍ସବ କାର୍ଯ୍ୟକ୍ରମ। ଭୁବନେଶ୍ବର ରାମ ମନ୍ଦିର ଠାରୁ ମାଷ୍ଟର କ୍ୟାଣ୍ଟିନ୍ ଯାଏଁ ଚାଲିଥିବା ଏହି କାଯର୍ୟକ୍ରମରେ ଚିତ୍ରାଙ୍କନ, ଝୋଟି ପ୍ରତିଯୋଗିତାରେ ଭାଗ ନେବା ସହ ନାଚ, ଗୀତରେ ଝୁମୁଛନ୍ତି ରାଜଧାନୀବାସୀ।
powered by social2s

