ବଡ଼ଦିନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପାଳନ ଆଜିଏଁ ହେଉଛି ସର୍ବତ୍ର ବଡଡିନ ଏଇ ପରବ ହେ ପ୍ରଭୁ ଯୀଶୁ ତୁମେ ଆନନ୍ଦ ଦିଅ ଖୁସି ରହୁ ଏଥି ସରବ ll କରୋନା ଆଜି କରିଛି ମହୀ ଗ୍ରାସ ଏ ବିଶ୍ବ ଆଜି କବଳିତ ଶଙ୍କାରେ ଆଜି ମଣିଷ ପିଣ୍ଡ ପ୍ରାଣ କଲାଣି ବହୁ ଆତଙ୍କିତ ll ନୂଆ ବର୍ଷଏଁ ଆଣି ଦେଉ ଉନ୍ମାଦ ହସି ଉଠୁ ଏ ସାରା ବିଶ୍ବ କରୁଣା ତୁମ ଢାଳି ନିଅ ହେ ପ୍ରଭୁ ଆମେ ହୋଇଛୁ ଆଜି ନିଶ୍ୱ ll କରୋନା ଆଜି ଆହୁରି ବଢୁଅଛି ମଣିଷ ଆଜି ଭ୍ରମ ମତି ହେ ପ୍ରଭୂ ଯୀଶୁ ଜନ୍ମଏଁ ତୁମ ଆଜି ଦେଖାଅ ତୁମ କରାମତି ll ତ୍ରିନାଥ ପଟ୍ଟନାୟକ (ଅଧ୍ୟାପକ ତଥା ସାହିତ୍ୟିକ) ଗ୍ରାମ : ଗାନ୍ଧୀ ନଗର ପୋ :/ ଜିଲ୍ଲା : କୋରାପୁଟ ମୋ:9438362172

powered by social2s