କାଲି କଟକ ଓ କେନ୍ଦ୍ରାପଡା ରେ ବନ୍ଦ ରହିବ ସରକାରୀ ଅଫିସ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

କଟକ/କେନ୍ଦ୍ରାପଡା (୨୩/୧୨/୨ଠ୨ଠ): କାଲି କଟକ ଓ କେନ୍ଦ୍ରାପଡା ଜିଲ୍ଲାରେ ବନ୍ଦ ରହିବ ସମସ୍ତ ସରକାରୀ ଅଫିସ l 

 

ମାଣବସା ପାଇଁ ଛୁଟି ଘୋଷଣା କଲେ ରାଜସ୍ବ କମିଶନର l 

 

ପ୍ରଥମାଷ୍ଟମୀ ଛୁଟି ବାତିଲ ହୋଇଥିବାରୁ ମାଣବସା ରେ ହେଲା ଛୁଟି l 

 

ଭାରତ ବନ୍ଦ ପାଇଁ  ପ୍ରଥମାଷ୍ଟମୀ ଛୁଟି ବାତିଲ ହୋଇଥିଲା l

 

powered by social2s