![]()
ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଖ୍ରୀଷ୍ଟମାସ ପାଇଁ ଗାଇଡ଼ଲାଇନ ଜାରି କଲେ ଜିଲ୍ଲା ପ୍ରଶାସନ।
ବଡ ବଡ ଚର୍ଚ୍ଚ ଗୁଡିକରେ ରେ ୫୦ ରୁ ଅଧିକ ଶ୍ରଦ୍ଧାଳୁଙ୍କୁ ଦିଆଯିବନି ଅନୁମତି।
ଛୋଟ ଚର୍ଚ୍ଚ ମାନଙ୍କରେ ରହିପାରିବେନି ୨୦ ରି ଅଧିକ ଲୋକ।
ଚର୍ଚ୍ଚ ରେ ଲାଇଟ ଓ ସାଉଣ୍ଡ ଲଗାଇପାରିବେ ଶ୍ରଦ୍ଧାଳୁ।
ମାସ୍କ ଓ ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ ବୋଲି ଗାଇଡ଼ଲାଇନ ରେ ଉଲ୍ଲେଖ କରଯଇଛି ।
powered by social2s

