![]()
ମାଲକାନଗିରି: ଆନ୍ଧ୍ର-ଓଡିଶା ସୀମାରେ ମାଓବାଦୀ ଏକେ ବର୍ବର କାଣ୍ଡ କରିଥିବା ସୂଚନା ମିଳିଛି। କଲି ବିଳମ୍ବିତ ରାତିରେ ଜଣଙ୍କୁ ଘରୁ ଡାକିନେଇ ହତ୍ୟା କରିଥିବା ଜଣାପଡିଛି। ଘଟଣା ଘଟିଛି ଆନ୍ଧ୍ର ପ୍ରଦେଶ ପେଡ଼ାବାଇଲୁ ରେ।
ମୃତକ ହେଲେ ସତୀଶ ବାବୁ।
ସତିଶଙ୍କୁ ପୋଲିସ ଇଂଫର୍ମର ସନ୍ଦେହ କରି ଗଲାକଟି ହତ୍ୟା କରାଯାଇଛି ବୋଲି ସ୍ଥାନୀୟ ଲୋକ କହିଛନ୍ତି।
powered by social2s

