ପିସିଆର୍ ଭ୍ୟାନ୍-ଟ୍ରକ୍‌ ମୁହାଁମୁହିଁ ଧକ୍କା, ୪ ପୋଲିସ କର୍ମଚାରୀ ଆହତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଛକଠାରେ ଆଜି ଭୋର୍ ସମୟରେ ପୋଲିସର ଜଗସିଂହପୁର ଭ୍ୟାନ୍ ସହ ଟ୍ରକ୍ ଧକ୍କା ହୋଇଛି । ଦୁର୍ଘଟଣାରେ ୪ ଜଣ ପୋଲିସକର୍ମୀ ଆହତ ହୋଇଥିବା ସୂଚନା ମିଳିଛି। ଆହତ ପୋଲିସକର୍ମୀଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।

powered by social2s