ଆଜି ନୂଆ ବର୍ଷ ପାଇଁ ଢେଙ୍କାନାଳର ବିଭିନ୍ନ ମନ୍ଦିରରେ ଭକ୍ତଙ୍କ ଭିଡ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଢେଙ୍କାନାଳ: ଆଜି ନୂଆ ବର୍ଷ ପାଇଁ ବିଭିନ୍ନ ମନ୍ଦିର ମାନଙ୍କରେ ଭକ୍ତଙ୍କ ଭିଡ଼ ଜମୁଛି। ଯଥା ଢେ଼ଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିର, ଗାନ୍ଧୀ ମନ୍ଦିର ରୋଡ଼ ସ୍ଥିତ ମା ତାରିଣୀଙ୍କର ମନ୍ଦିର, ବାଜି ଚୌକ ସ୍ଥିତ ମା ବ୍ରାହ୍ମଣୀ ଦେବୀଙ୍କ ମନ୍ଦିର , ଦକ୍ଷିଣ କାଳୀ ସ୍ଥିତ ଦକ୍ଷିଣ କାଳୀ ମନ୍ଦିର, ଓ ବିଭିନ୍ନ ଶୈବ ପୀଠ ମାନଙ୍କରେ ଭକ୍ତ ମାନଙ୍କ ଭିଡ ଜମୁଛି। ବିଭିନ୍ନ ଭୋଗ, ଫୁଲ, ତୁଳସୀ ଓ ଫଳମୂଳ ନଡ଼ିଆ ନେଇ ମନ୍ଦିରକୁ ଭକ୍ତମାନେ ଆସୁଛନ୍ତି।

powered by social2s