ଜାନୁଆରୀ ୪ ରୁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ଜାତୀୟ ଉଦ୍ୟାନ ଜାନୁୟାରୀ ୪ ରୁ ୧୧ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ। ଜାତୀୟ ଉଦ୍ୟାନ ଭିତରେ ଓ ବାହାରେ କୁମ୍ଭୀର କୁମ୍ଭୀର ଗଣନା କରିବା ପାଇଁ ଏ ବାବଦରେ ନିଷ୍ପତ୍ତି ନିଆଯାଇଛି। ଗଣନା ସମୟରେ ମାନବ ହସ୍ତକ୍ଷେପକୁ ଏଡାଇବା ପାଇଁ ଏହି ସମୟ ମଧ୍ୟରେ ଭିତରକନିକାରେ ବିଦେଶୀ ତଥା ସ୍ଥାନୀୟ ପର୍ଯ୍ୟଟକଙ୍କ ପ୍ରବେଶ ନିଷେଧ ହେବ

powered by social2s