ଭୁବନେଶ୍ୱର: ଆଜି ରାତି ଓ ଆସନ୍ତାକାଲି ସକାଳେ ରାଜ୍ୟର ୬ ଜିଲ୍ଲାରେ ଘନ କୁହୁଡ଼ି ସମ୍ଭାବନା । SRCଙ୍କ ପକ୍ଷରୁ ଅନୁଗୁଳ, ବଲାଙ୍ଗିର, ଢେଙ୍କାନାଳ, କଳାହାଣ୍ଡି, କନ୍ଧମାଳ ଓ ସୋନପୁର ଆଦି ଜିଲ୍ଲାଗୁଡିକୁ ଘନ କୁହୁଡ଼ି ନେଇ ଆଲର୍ଟ ଜାରି କରାଯାଇଛି ।
powered by social2s