ଭୁବନେଶ୍ବର: ବଡ଼ୁ ଓ ବ୍ରାହ୍ମଣ ପୂଜାପଣ୍ଡାଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଯୋଗୁଁ ଉପାସରେ ରହିଛନ୍ତି ମହାପ୍ରଭୁ।ଲିଙ୍ଗରାଜ। ନୂଆବର୍ଷରୁ ଉପାସରେ ଅଛନ୍ତି ମହାପ୍ରଭୁ। ମନ୍ଦିରରେ ବନ୍ଦ ରହିଛି ନୀତିକାନ୍ତି। ଏହି ପରିସ୍ଥିତିରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
powered by social2s

