ଓଡିଶାର ପ୍ରଥମ ଟାଉନ ପ୍ଲାନିଂ ବ୍ୟବସ୍ଥାର ଶୁଭାରମ୍ଭ
ଭୁବନେଶ୍ୱର: ଓଡ଼ିଶାର ପ୍ରଥମ ଟାଉନ ପ୍ଲାନିଂ ବ୍ୟବସ୍ଥାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ପ୍ରଥମ ପର୍ଯ୍ୟାୟରେ ସହଜପୁର ଗାଁ ର ୩୫୮ ପ୍ଲଟ ର ପଟ୍ଟା ବଣ୍ଟନ ହୋଇଛି।
ସାମାଜିକ ଓ ଭୌତିକ ଭିତ୍ତିଭୂମି ବିକାଶ ନିମନ୍ତେ ଏହି ଯୋଜନା ଆରମ୍ଭ ହୋଇଛି।
powered by social2s

