କଟକ ରେ ୨୫ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ, ୬ ଗିରଫ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

କଟକ: କଟକ ରେ ୨୫୦ ଗ୍ରାମ ବ୍ରାଉନ ସୁଗର ଜବତ କରି ୬ ଜଣଙ୍କୁ ଗିରଫ କରିଛି ପୋଲିସ। 

 

ଗିରଫ ହୋଇଥିବା ବ୍ୟକ୍ତିଙ୍କ ଭିତରେ ଅଛନ୍ତି ୩ ବେପାରୀ, ୨ ମେଡ଼ିସିନ ଦୋକାନୀ ଓ ଅନ୍ୟ ଜଣେ ଯୁବକ।

 

ବ୍ରାଉନ ସୁଗର ସହ ନିଶା ମେଡିସିନ ବିକ୍ରି କରୁଥିବା ଅଭିଯୋଗ। 

 

ଜବତ ବ୍ରାଉନ ସୁଗରର ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା ହବ ବୋଲି ସୂଚନା ମିଳିଛି।

 

powered by social2s