ପୁରୀ: ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି।
କାଲିଠାରୁ ଶ୍ରୀଜୀଉଙ୍କ ଦର୍ଶନ କରବେ ପୁରୀ ସହରବାସୀ।
ଶ୍ରୀମନ୍ଦିର ସମ୍ମୁଖରେ ଆଜି ମକଡ୍ରିଲ କଲେ ପୋଲିସ।
କାଲି ସକାଳ ୭ ଟା ରୁ ମାର୍କେଟ ଛକରୁ ଧାଡି ଦର୍ଶନ କରିବେ ଭକ୍ତ।
ଟୋକନ ପରିଚୟପତ୍ର କରାଯିବ ଯାଞ୍ଚ।
ସୁରକ୍ଷା ପାଇଁ ୧୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ।
ଶ୍ରୀମନ୍ଦିର ଜଗିବେ ୩ ପ୍ଲାଟୁନ ଫୋର୍ସ। ଦୁଇ ଜଣ ଅତିରିକ୍ତ ଏସପି, ୬ ଡ଼ିଏସପି ଓ ୯ ଜଣ ଆଇଆଇସି ମୁତୟନ ହେବେ।
କୋଭିଡ଼ ନିୟମ ଯେମିତିକି ସାମାଜିକ ଦୂରତା, ମାସ୍କ, ସାନିଟାଇଜଏର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯିବ।
powered by social2s

