ଡି ବ୍ରଦର୍ସ ଙ୍କ ଘରୁ ମିଳିଲା ବନ୍ଧୁକ ଓ ଗୁଳି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: କଟକରେ ଗ୍ୟାଙ୍ଗଷ୍ଟର ଡି ବ୍ରଦର୍ସଙ୍କ କଟକ ବାସଭବନରେ କମିସନେରଟେ ପୋଲିସ ପକ୍ଷରୁ ଆଜି ଚଢ଼ାଉ କରାଯାଇଛି।

 

ଘରୁ ୩ ବନ୍ଧୁକ ଓ ୧୫୦ ରୁ ଅଧିକ ଗୁଳି ଜବତ ହୋଇଛି।

 

ଡି ବ୍ରଦର୍ସ ଙ୍କୁ ତିନି ଦିନିଆ ରିମାଣ୍ଡ ରେ ଆଣି ଘର ଯାଞ୍ଚ କରୁଛି ପୋଲିସ।

 

ପୂର୍ବରୁ ଧଳସାମନ୍ତ ଭ୍ରାତାଙ୍କ ଘରୁ ୮ ଟି ବନ୍ଧୁକ ଓ ୧୦୫୫ ଟି ଗୁଳି ଜବତ ହୋଇଥିଲା।

 

powered by social2s