![]()
ରାଉରକେଲା (୨୫/୧୨/୨୦୨୦୨): ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଥାନା ଅନ୍ତର୍ଗତ ବିଷ ପୁର ଠାରେ ଜଣେ ଯୁବକ ତାଙ୍କ ବାପା ଓ ମା ଙ୍କୁ ଶୀଳପୁଅ ରେ ଛେଚି ମରିଥିବାର ଜଣାପଡିଛି ।
ମୃତକ ହେଲେ କୃଷ୍ଣ ସିଂ ଓ ଲୀଳାବତୀ ସିଂ । ତାଙ୍କ ପୁଅ ଜୟସିଂ ଙ୍କୁ ଗିରଫ କରିଛି ପୋଲିସ ।
ଜମି ଜମା ବିବାଦ କୁ ନେଇ ଏ ଭଳି ଘଟଣା ଘଟିଥିବାର ଜଣାପଡ଼ିଛି
powered by social2s

