ବାଲେଶ୍ୱର ଓ ମୟୁରଭଞ୍ଜ ରେ ଭୂମିକମ୍ପ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଵଲେଶ୍ୱର/ବାରିପଦା: ଆଜି ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲା ରେ ଭୂମିକମ୍ପ ଅନୁଭୁତ ହୋଇଛି।

 

ସୂଚନା ଅନୁଯାୟୀ, ଵଲେଶ୍ୱର ର ରେମୁଣା ଅଂଚଳ ରେ ମୃଦୁ ଭୂମିକମ୍ପ ହୋଇଛି।

 

ସେହିପରି ମୟୁରଭଞ୍ଜ ର ବେତନଟୀ ରେ ମଧ୍ୟ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିବାର ଜନା ପଡିଛି।

 

କ୍ଷୟକ୍ଷତି ର କୌଣସି ଖବର ମିଳିନାହିଁ।

 

powered by social2s