ଆଜିଠୁ ଜଗନ୍ନାଥ ଦର୍ଶନ କରୁଛନ୍ତି ପୁରୀବାସୀ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ପୁରୀ: ଆଜିଠୁ ଶ୍ରୀମନ୍ଦିର ରେ ଜଗନ୍ନାଥଙ୍କ ଦର୍ଶନ କରୁଛନ୍ତି ପୁରୀ ସହରବାସୀ। 

 

ଶୃଙ୍ଖଳିତ ଦର୍ଶନ ନିମନ୍ତେ ୮ଟି କିଓସ୍କ ବ୍ୟବସ୍ଥା କରାଯାଇଛି।

 

୩୧ ତାରିଖ ଯାଏଁ ପୁରୀ ବାସିନ୍ଦାଙ୍କ ପାଇଁ କରାଯାଇଛି ଦର୍ଶନ ବ୍ୟବସ୍ଥା। ଚିରୁକୁଟି ଓ ପରିଚୟପତ୍ର ଦେଖାଇବା ବାଧ୍ୟତାମୂଳକ କରାଯାଇଛି। 

 

ତେବେ ପୁରୀରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ବାହାର ଜିଲ୍ଲାର ୩ ଜଣ ଶ୍ରଦ୍ଧାଳୁ ଧରାପଡିଥିବା ସୂଚନା ମିଳିଛି। ପରିଚୟପତ୍ର ଯାଞ୍ଚ ବେଳେ ଧରପଡିଲେ ୩ ଜଣ ବାହାର ଜିଲ୍ଲା ଭକ୍ତ। ଜଗତସିଂହପୁରରୁ ୨ ଓ କେନ୍ଦ୍ରାପଡ଼ାରୁ ଜଣେ ଭକ୍ତ ଦର୍ଶନ ପାଇଁ ଆସିଥିଲେ।

 

powered by social2s