5-T ଅଧୀନରେ ଥିବା ଏକ ସ୍କୁଲର ଛାତରୁ ଖସିଲା ସିଲିଂ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବୌଦ୍ଧ: 5-T ଅଧୀନରେ ଥିବା ଏକ ସ୍କୁଲର ଛାତରୁ ଖସିଲା ସିଲିଂ। ବୌଦ୍ଧ ଜିଲ୍ଲା ଗବଜୋରରେ ଥିବା ଗଙ୍ଗାଧର ମେହେର ଉଚ୍ଚ ବିଦ୍ୟାଳୟ ସ୍କୁଲର ଛାତରୁ ସିଲିଂ ଖସିପଡ଼ିଥିବା ସୂଚନା। ପ୍ରାର୍ଥନା ସଭା ଚାଲିଥିବାରୁ ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ।

powered by social2s