ଭୁବନେଶ୍ୱରରେ ଆଉ ଦୁଇଟି ରୁଟ୍ ରେ ଚାଲିବ ମୋ ବସ୍

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭୁବନେଶ୍ୱରରେ ଆଉ ଦୁଇଟି ରୁଟ୍ ରେ ଚାଲିବ ମୋ ବସ୍। ଆସନ୍ତାକାଲି ଠାରୁ ଗଡ଼ିବ ବସ୍। ବରମୁଣ୍ଡା ଟାଙ୍ଗି ୪୧ ନମ୍ବର ରୁଟ୍ ରେ ଚାଲିବ ବସ୍। ସେହିପରି ବରମୁଣ୍ଡା ରୁ ନନ୍ଦନକାନନ ୪୨ ନମ୍ବର ରୁଟ୍ ରେ ଚାଲିବ ବସ୍।

powered by social2s