ଭୁବନେଶ୍ବର: ଭୁବନେଶ୍ବର ସହିଦନଗର ସ୍ଥିତ ଉଇନର ଆସୋସିଏସନ ପକ୍ଷରୁ ଅଲ ଭୁବନେଶ୍ବର ବ୍ଯାଡମିନ୍ଟନ ଟୁରନାମେଣ୍ଟ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ବହୁତ ଭଲ ଖେଳାଳି ଯୋଗ ଦେଇଛନ୍ତି।
ଆଜିର କାର୍ଯ୍ୟକ୍ରମ ମୁଖ୍ୟ ଉପଦେଷ୍ଟା ଉମାନାଥ ମିଶ୍ର ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ନାରାୟଣ ମହାପାତ୍ର, ଇ.ଦିଲ୍ଲୀପ ପଟନାୟକ ଅନୁଷ୍ଠାନ ପକ୍ଷରୁ ସଭାପତି ଲାଲା ରାୟ ସମ୍ପାଦକ ସନ୍ତୋଷ ରାଓ ବିଭୁ ପଟନାୟକ, ମଳୟ ରଞ୍ଜନ ମହାପାତ୍ର,ମନୋଜ ରାଉଳ ଅମିତାଭ ସାହୁ ଓ ବହୁ ପ୍ରମୁଖ ସଦସ୍ୟଙ୍କ ଉପସ୍ଥିତିରେ ଏହି ଖେଳ ଆରମ୍ଭ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ବହୁ ଦର୍ଶକ ଯୋଗ ଦେଇଥିଲେ।
powered by social2s