ପୁରୀ: ଆଜିଠୁ ଖୋଲିବ ପୁରୀ ସିଂହଦ୍ୱାର ରୁ ଶ୍ରୀନର ରାସ୍ତା। ଏହି ରାସ୍ତାରେ କେବଳ ଚାଲିଚାଲି ଯାଇପାରିବେ ଭକ୍ତ। ଏହି ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିବ। ପରିକ୍ରମା ପ୍ରକଳ୍ପ ପାଇଁ ଜାନୁଆରୀ ୭ ତାରିଖରୁ ବନ୍ଦ ଥିଲା ଏହି ରାସ୍ତା।
powered by social2s