କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଭୋଇପଡ଼ା- ଗୁରୁଣ୍ଡା ରାସ୍ତା ଖଲିଆମୁଣ୍ଡା ପୋଖରୀରୁ ଠାବ ହୋଇଛି ନରକଙ୍କାଳ। ପୋଖରୀରୁ ନରକଙ୍କାଳ ସହ ଏକ ବାଇକ ମଧ୍ଯ ଜବତ ହୋଇଛି। ବାଇକ ଓ ନରକଙ୍କାଳ କାହାର ସେ ନେଇ କିଛି ସ୍ପଷ୍ଟ ହୋଇନଥିବା ବେଳେ ହତ୍ୟା ସନ୍ଦେହ କରାଯାଉଛି।
powered by social2s