ଭୁବନେଦ୍ୱାର: ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କୁ ଗୁଳିମାଡ଼ ହୋଇଛି। ଏଏସଆଇ ଗୋପାଳ ଦାସ ଗୁଳି କରିଥିବା କହିଲେ ବ୍ରଜରାଜନଗର ଏସ୍ଡିପିଓ । ଏକ ବୈଠକରେ ଯୋଗଦେବା ପାଇଁ ଯାଉଥିଲେ ମନ୍ତ୍ରୀ। ସେ ଗାଡ଼ିରୁ ଓଲ୍ହାଇବା ସମୟରେ ଝାରସୁଗୁଡ଼ା ଜିଲ୍ଲା ଗାନ୍ଧୀ ଛକ ନିକଟରେ ଏହି ଘଟଣା ଘଟିଛି। ମନ୍ତ୍ରୀଙ୍କ ପାଖରେ ଥିବା ଆଉ ଜଣେ ବ୍ୟକ୍ତି ଆହତ ହୋଇଥିବା ସୂଚନା ମିଳିଛି।
powered by social2s

