ଭୁବନେଶ୍ୱରର: ନବବର୍ଷ ଅବସରରେ କୌଣସି ହୋଟେଲ, କ୍ଲବ, କନଭେଂନ୍ସନ ହଲ ଓ କଲ୍ୟାଣ ମଣ୍ଡପରେ ପାଲନ ହେବ ନାହି ଜିରୋ ନାଇଟ।
ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଏ ନେଇ ଏକ ନିର୍ଦେଶନାମା ଜାରି କରିଛନ୍ତି।ଏତଦବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ମଧ୍ୟ ଏକତ୍ରିତ ହୋଇ କୌଣସି ଉସ୍ଛବ ପାଳନ ନ କରିବାକୁ ବିଏମ୍ ସି ପକ୍ଷରୁ ପରାମର୍ଶ ଦିଆଯାଇଛି। ସମସ୍ତେ ନିଜ ନିଜ ଘରେ ରହି ଉସ୍ଛବ ପାଳନ କରିବାକୁ କୁହାଯାଇଛି।
powered by social2s

