ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ନିର୍ଦେଶ ଅନୁସାରେ ଚଳିତ ବର୍ଷ ଜିରୋ ନାଇଟ ସେଲିବ୍ରେସନ ବାରଣ କରାଯାଇଛି।ରାଜଧାନୀରେ ୨୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବା ସହ ସବୁ ହୋଟେଲ ଓ କ୍ଲବ ମାନଙ୍କରେ ସରପ୍ରାଇଜ ଚେକିଙ୍ଗ କରାଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ।୩୧ ତାରିଖ ବିଳମ୍ବିତ ରାତି ପର୍ଯ୍ୟନ୍ତ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରାଯିବ ବୋଲି ସେ କହିଛନ୍ତି।ଭୁବନେଶ୍ୱର ଓ କଟକର ହୋଟେଲ, କ୍ଲବ, କଲ୍ୟାଣ ମଣ୍ଡପ କିମ୍ବା କନଭେନ୍ସନ ହଲ ରେ ପାଳନ ହବନି ଜିରୋ ନାଇଟ ।
powered by social2s

