ଭୁବନେଶ୍ୱରରୁ ବିଦେଶକୁ ଉଡ଼ିବ ବିମାନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ମେ ମାସ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରୁ ବିଦେଶକୁ ଉଡ଼ିବ ବିମାନ । ଏନେଇ ସୂଚନା ଦେଲେ ଭୁବନେଶ୍ୱର ଏୟାରପୋର୍ଟ ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ । ବିମାନ ଉଡାଣ ନେଇ ଇଣ୍ଡିଗୋ ଏୟାର ଲାଇନ୍ସ ସହ ଚୁକ୍ତିସ୍ୱାକ୍ଷର କରିଛି ରାଜ୍ୟ । ଇଣ୍ଡିଗୋ ବିମାନ ସିଙ୍ଗାପୁର, ଦୁବାଇ, ବ୍ୟାଙ୍କକକୁ ଉଡ଼ାଣ କରିବ । ବିମାନ ବନ୍ଦରର ପୁରୁଣା ଟର୍ମିନାଲ ବିଲ୍ଡିଂ ପାଇବ ନୂତନ ରୂପ ।

powered by social2s