ଝାରସୁଗୁଡା: ବ୍ରଜରାଜନଗର SDPO ଗୁପ୍ତେଶ୍ୱର ଭୋଇଙ୍କ ବଦଳି ପରେ ଝାରସୁଗୁଡା SP କରାଯାଇଛି। ଝାରସୁଗୁଡା SP ରାହୁଲ ଜୈନଙ୍କ ବଦଳି। ବରଗଡ଼ SP ସ୍ମିତ୍ ପରମାର ହେଲେ ଝାରସୁଗୁଡାର ନୂଆ SP।
ବ୍ରଜରାଜନଗର SDPO ଗୁପ୍ତେଶ୍ୱର ଭୋଇଙ୍କ ରାଜ୍ୟ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ସେହିପରି ଆଠମଲ୍ଲିକ SDPO ଚିନ୍ତାମଣି ପ୍ରଧାନ ହେଲେ ବ୍ରଜରାଜନଗର ନୂଆ SDPO।
ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା ରେ ବହିଷ୍କୃତ ASI ଗୋପାଳ ଦାସର ବଡ଼ଭାଇ ସତ୍ୟନାରାୟଣ ଦାସଙ୍କୁ ଜଳେଶ୍ୱରପୁର ଘରୁ ଉଠାଇ ନେଲା କ୍ରାଇମବ୍ରାଞ୍ଚ ।ସତ୍ୟନାରାୟଣଙ୍କୁ କିଛି ଘଣ୍ଟା ଜେରା କରିବା ପରେ ଉଠାଇ ନେଇଛି କ୍ରାଇମବ୍ରାଞ୍ଚ । କିନ୍ତୁ ତାଙ୍କୁ କ୍ରାଇମବ୍ରାଞ୍ଚ କୁଆଡ଼େ ନେଲା ଜଣାପଡ଼ିନି। ଅନ୍ୟପକ୍ଷରେ ନବଙ୍କ PSO, ଡ୍ରାଇଭରଙ୍କୁ ମଧ୍ଯ ଜେରା କଲା କ୍ରାଇମବ୍ରାଞ୍ଚ ସ୍ୱତନ୍ତ୍ର ଟିମ୍ । ମନ୍ତ୍ରୀ ନବ ଦାସଙ୍କ ପୋଷ୍ଟମର୍ଟମ ରିପୋର୍ଟ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି। ଏନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।
ବଦଳିଲେ ଝାରସୁଗୁଡା SP
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

