ନୂଆଦିଲ୍ଲୀ: ୨୦୨୩-୨୪ ପାଇଁ ଆସିବ ଆର୍ଥିକ ବର୍ଷର ବଜେଟ୍। ଆଜି ସଂସଦରେ ଉପସ୍ଥାପନ ହେବ ସାଧାରଣ ବଜେଟ୍। ଉପସ୍ଥାପନ ହେବ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍। ୨୦୨୪ରେ ସାଧାରଣ ନିର୍ବାଚନ ଥିବାରୁ ଏହା ଶେଷ ପୂର୍ଣ୍ଣାଙ୍ଗ ବଜେଟ୍। ସଂସଦରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ। ସବୁ ବର୍ଗର ବ୍ୟକ୍ତିଙ୍କ ଖୁସି ପାଇଁ ଚେଷ୍ଟା କରିପାରନ୍ତି ସରକାର।
powered by social2s

