ସ୍କୁଲରେ ବିସ୍ଫୋରଣ, ୩ ଛାତ୍ର ଗୁରୁତର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ରୁତୁଙ୍ଗିଆ ଠାରେ ଥିବା ଏକ ଘରୋଇ ଇଂରାଜୀ ମାଧ୍ୟମ ସ୍କୁଲରେ ବିସ୍ଫୋରଣ। ବିସ୍ଫୋରଣରେ ସ୍କୁଲର ୩ ଛାତ୍ର ଗୁରୁତର। ଖେଳ ଛୁଟି ସମୟରେ ୩ ଜଣ ପିଲା ବସିଥିବା ବେଳେ ହଠାତ୍ ଏକ ଅଜଣା ବସ୍ତୁ ବିସ୍ଫୋରଣ ହୋଇଥିଲା। ଜଣେ ପିଲା ଆଣି ଆସିଥିବା ଅଜଣା ବସ୍ତୁରୁ ବିସ୍ଫୋରଣ ହୋଇଥିବା ସୂଚନା।

powered by social2s