ନିଆଳି: କଟକ ଜିଲ୍ଲା ବିଳାଶୁଣି କୁଣ୍ଡିମୁହାଁ ପୋଲରୁ ୧୦୦ ଫୁଟ୍ ତଳକୁ ଖସିଲା କାର୍। ପୋଲଟି ଅର୍ଦ୍ଧନିର୍ମିତ ଅବସ୍ଥାରେ ଥିବାରୁ ଦୁର୍ଘଟଣା ଘଟିଛି। ୩ ଜଣ ଗୁରୁତର ଆହତ ହୋଇଛନ୍ତି।
powered by social2s