ଖୋର୍ଦ୍ଧା: ଖୋର୍ଦ୍ଧା ଜଙ୍କିଆରୁ ୩୫୦ ଗ୍ରାମ ବ୍ରାଉନ ସୁଗର କଲା କ୍ରାଇମ ବ୍ରାଞ୍ଚ ସ୍ପେସିଆଲ ଟାସ୍କ ଫୋର୍ସ (ଏସଟିଏଫ)।
ବାଲେଶ୍ବର ଜିଲ୍ଲା ଜଳେଶ୍ବର ଅଂଚଳରୁ ଆଣି ଜଙ୍କିଆରେ ଡିଲ ବେଳେ ଦଲାଲ ଗିରଫ ହୋଇଥିବା ଜଣାପଡିଛି।
ଗିରଫ ଯୁବକ ଖୋର୍ଦ୍ଧା ର ଅକ୍ଷୟ ବଳିଆରସିଂ।
ଅକ୍ଷୟ ଠାରୁ ୮୦ ଗ୍ରାମ ସୁନା ମଧ୍ୟ ଜବତ ହୋଇଛି।
ଜବତ ବ୍ରାଉନ ସୁଗର ର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କା ବୋଲି ଜଣା ପଡ଼ିଛି।
powered by social2s

