ୱିନର ଆସୋସିଏସନ ପକ୍ଷରୁ ଅଗିଜଳା ଉତ୍ସବ ଅନୁଷ୍ଠିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଭୁବନେଶ୍ବର ସହିଦନଗର ରେ ଅଗିଜଳା ପୂର୍ଣ୍ଣମୀ ଅବସରରେ ୱିନର ଆସୋସିଏସନ୍ ସହିଦନଗର ଦ୍ଵାରା ଆୟୋଜିତ ଅଗିଜଳା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଉପଦେଷ୍ଟା ଉମାନାଥ ମିଶ୍ର,ସମ୍ପାଦକ ସନ୍ତୋଷ ରାଓ ମଳୟ ରଞ୍ଜନ ମହାପାତ୍ର ଲାଲା ରାୟ, ଦେବାଶିଷ ସାହୁ, ବିଭୁ ପଟନାୟକ ଗଣେଶ ରାଓ, ସୋନୁ ସାହୁ ଓ ଅନ୍ୟ ସଦସ୍ୟ ଙ୍କ ଉପସ୍ଥିତରେ କ୍ଲବ ପରିସରରେ ବିଧି ଅନୁଯାୟୀ ପୂଜା ଅର୍ଚନା କରାଯାଇ ଅଗି ଜଳା ଉତ୍ସବ ପାଳନ ଜଳାଯାଥିଲା।

powered by social2s