ଢେଙ୍କାନାଳରେ ବିଚାରାଧୀନ କଏଦୀର ମୃତ୍ୟୁ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

କାମାକ୍ଷାନଗର: ଢେଙ୍କାନାଳ ଜେଲର ଜଣେ ବିଚାରାଧୀନ କଏଦୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

 

କଏଦୀ ବ୍ରହ୍ମାନନ୍ଦ ଦେହୁରୀ ଚିକିତ୍ସାଧୀନ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛନ୍ତି।

 

ଅସୁସ୍ଥତା ଯୋଗୁଁ ତାଙ୍କୁ କଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆଜି ତାଙ୍କର ମୃତ୍ୟୁ ଘଟିଛି।

ହତ୍ୟା ମାମଲାରେ ୨୦୧୩ ରୁ ଜିଲ୍ଲା କାରାଗାରରେ ଥିଲେ ବ୍ରହ୍ମାନନ୍ଦ।

 

powered by social2s