ଜାନୁଆରୀ ୪ରୁ ଖୋଲିବ ରାୟାଗଡାର ସମସ୍ତ ଧାର୍ମିକ ଅନୁଷ୍ଠାନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 


ରାୟଗଡା: ଜାନୁଆରୀ ୪ରୁ ଖୋଲିବ ରାୟାଗଡା ଜିଲ୍ଲାର ସମସ୍ତ ଧାର୍ମିକ ଅନୁଷ୍ଠାନ । ଏହି ପ୍ରସଙ୍ଗରେ ଜିଲ୍ଲା ପ୍ରଶାସନ ଶନିବାର ଦିନ ନିଷ୍ପତ୍ତି ନେଇଛି।

 

ଏକାବେଳେ ସର୍ବାଧିକ ୧୦ ଭକ୍ତଙ୍କୁ ଦର୍ଶନ ପାଇଁ ମନ୍ଦିର ଭିତରେ ରହିବାକୁ ଅନୁମତି ଦିଆଯିବ |

ତେବେ ମକର ସଙ୍କ୍ରାନ୍ତିକୁ ଦୃଷ୍ଟିରେ ରଖି ମଝିଘାରିଆଣି ମନ୍ଦିର ଜାନୁଆରୀ ୧୨ ରୁ ୧୭ ପର୍ଯ୍ୟନ୍ତ ବନ୍ଦ ରହିବ।

 

 

powered by social2s