ଓଡ଼ିଶାରେ ଜାନୁଆରୀ ୮ ରୁ ଖୋଲିବ ସ୍କୁଲ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ଭୁବନେଶ୍ୱର: ଆସନ୍ତା ଜାନୁୟାରୀ ୮ ତାରିଖରୁ ଓଡ଼ିଶାର ସ୍କୁଲ ଗୁଡିକରେ ପାଠ ପଢ଼ା ଆରଂମ୍ଭ ହେବ ବୋଲି ଜଣାପଡିଛି।

 

କିନ୍ତୁ କେବଳ ଦଶମ ଶ୍ରେଣୀ ରୁ ଦ୍ୱାଦଶ ଶ୍ରେଣୀ ର ଛାତ୍ରଛାତ୍ରୀ ମାନେ ସ୍କୁଲକୁ ଆସି ପାରିବେ।

 

ଏହି ପାଠ ପଢାର ସମୟ ୧୦୦ ଦିନ ଧାର୍ଯ୍ୟ କରା ଯାଇଛି।

 

ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଙ୍କ ପାଇଁ ଜାନୁଆରୀ ୮ ରୁ ଏପ୍ରିଲ ୨୬ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଏପ୍ରିଲ ୨୮ ପର୍ଯ୍ୟନ୍ତ ପାଠ ପଢା ପାଇଁ ସମୟ ନିର୍ଧାରଣ କରାଯାଇ ଥିବା ସ୍କୁଲ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି।

powered by social2s