ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀଜୀଉ ଦର୍ଶନ ଆରମ୍ଭ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ପୁରୀ: ଆଜିଠୁ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀଜୀଉଙ୍କ ଦର୍ଶନ ଆରମ୍ଭ ହୋଇଛି।

ମନ୍ଦିରକୁ ପ୍ରବେଶ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ଶ୍ରଦ୍ଧାଳୁ ମାନଙ୍କୁ ଫଟୋ ପରିଚୟପତ୍ର ମଧ୍ୟ ଆଣି ଆସିବାକୁ ପଡିବ।

୮ ଟି କିଓସ୍କ ଦେଇ ଯାଞ୍ଚ ଏବଂ ସ୍କାନିଂ ପରେ ସିଂହଦ୍ଵାର ବାଟେ ପ୍ରବେଶ କରୁଛନ୍ତି ଭକ୍ତ। ଦିନକୁ ୧୫,୦୦୦ ରୁ ଅଧିକ ଭକ୍ତ କରିପାରିବେ ଦର୍ଶନ।

powered by social2s