ଭୁବନେଶ୍ୱର: ଭୁବନେଶ୍ୱରରୁ ଆଜି ଜବତ ହୋଇଛି ୫୦ ଲକ୍ଷ ଟଙ୍କାର ବ୍ରାଉନ ସୁଗର।ଦୁଇ ଅଭିଯୁକ୍ତ ପପୁ ଓ ଚିତ୍ତ ଙ୍କୁ ଗିରଫ କରିଛି କୁଇକ ଆକ୍ସନ ଟିମ।ସେମାନେ ବାଲେଶ୍ବର ଜିଲ୍ଲା ର ଜଳେଶ୍ବର ଅଂଚଳରୁ ଆଣି ଭୁବନେଶ୍ୱର ରେ ବ୍ରାଉନ ସୁଗର ବିକ୍ରି କରୁଥିବା ଖବର ପାଇଁ ପୋଲିସ ର କୁଇକ ଆକ୍ସନ ଟିମ ଚଢ଼ଉ କରିଥିଲା।
powered by social2s

