ସୁନ୍ଦରଗଡ ଇବ ନଦୀରେ ବୁଡି ନିଖୋଜ ହୋଇଯାଇଥିବା ଯୁବତୀଙ୍କ ମୃତଦେହ ଉଦ୍ଧାର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times
 
 
ରାଉରକେଲା: ସେଲ୍ଫି ନେଲା ବେଳେ ସୁନ୍ଦରଗଡ଼ ଜିଲ୍ଲା ଇବ ନଦୀରେ ବୁଡ଼ି ଜଣେ ଯୁବତୀଙ୍କର ମୃତ୍ୟୁ ହୋଇଛି।
 
ଗତକାଲି କନାକୁଣ୍ଡରେ ଭୋଜି କରୁଥିଲା ସମୟରେ ସେଲ୍ଫି ନେଇଥିଲେ ଯୁବତୀ।
 
ମୃତ ଯୁବତୀ ହେଲେ ରାଜଗଙ୍ଗପୁର ଅଂଚଳର ଅନ୍ନପୂର୍ଣ୍ଣା ପ୍ରଜାପତି।
 
ଆଜି ତାଙ୍କ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବିଭାଗ ଓ ପୋଲିସ।
powered by social2s