ଖୋର୍ଦ୍ଧା ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜଣଙ୍କର ଆତ୍ମାହୁତି ଉଦ୍ୟମ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times
 
 
ଖୋର୍ଦ୍ଧା: ଆଜି ଜଣେ ବ୍ୟକ୍ତି ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିବାର ଜଣା ପଡ଼ିଛି।
 
ସୂଚନା ଅନୁଯାୟୀ ବ୍ରଜବନ୍ଧୁ ସାହୁ ନାମକ ଜଣେ ବ୍ୟକ୍ତି କୌଣସି ଏକ ଘଟଣାରେ ଥାନା ରୁ ନ୍ୟାୟ ନମିଳିବା ପରେ ସେ ଏପରି ପଦକ୍ଷେପ ନେଇଥିବା କହିଛନ୍ତି।
 
ଆତ୍ମାହୁତି ଉଦ୍ୟମ ବେଳେ ତାଙ୍କୁ ଉଦ୍ଧାର କଲା ପୋଲିସ।
 

୧୭ ଲକ୍ଷ ଟଙ୍କା ଠକେଇର ଶିକାର ହେବାପରେ ସେ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ସେ ଆତ୍ମାହୁତି ଉଦ୍ୟମ କରିଥିବାର କହିଛନ୍ତି।

 

 

 
 
 
 
powered by social2s