![]()
ଭୁବନେଶ୍ୱର: ବୁଧବାର ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜଣେ ଯାତ୍ରୀଙ୍କ ନିକଟରୁ ବନ୍ଧୁକ ଜବତ କରାଯାଇଛି।
ଏହି ଯାତ୍ରୀ ଚେନ୍ନାଇକୁ ଏୟାର ଏସିଆ ବିମାନରେ ଯାତ୍ରା କରିବାର କାର୍ଯ୍ୟକ୍ରମ ଥିଲା।
ଲଗେଜ୍ ସ୍କାନିଂ ବେଳେ ବନ୍ଧୁକଟି ଉକ୍ତ ବ୍ୟକ୍ତିଙ୍କ ନିକଟରୁ ଉଦ୍ଧାର କରାଯାଇଛି ।
powered by social2s

