ଓଡ଼ିଶାରେ ଠିପିଖୋଲା ମଦ ଦୋକାନ ଗୁଡିକରେ ମଦ୍ୟପାନ କରିପାରିବେ ଗ୍ରାହକ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ଭୁବନେଶ୍ୱର: ଓଡ଼ିଶାରେ ଠିପିଖୋଲା ମଦ ଦୋକାନ ଗୁଡିକରେ ଗ୍ରାହକ ମାନେ ମଦ୍ୟପାନ କରିପାରିବେ ବୋଲି ଅବକାରୀ ବିଭାଗ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି।

 

ମାତ୍ର କୋଭିଡ-୧୯ ନିୟମ କୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଧେଶ ଦିଆଯାଇଛି।

 

କେବଳ ଠିପିଖୋଲା ମଦ ଦୋକାନ ଗୁଡିକ ନୁହେଁ କ୍ଲବ, ବିଅର ପାର୍ଲର, ରେଷ୍ଟୁରାଣ୍ଟ, ହୋଟେଲ ଗୁଡିକରେ ମଧ୍ୟ କୋଭିଡ-୧୯ ନିୟମ ମାନି ଗ୍ରାହକ ମାନେ ମଦ୍ୟପାନ କରି ପାରିବେ। କିନ୍ତୁ ଏସବୁ ସ୍ଥାନରେ କୋଭିଡ-୧୯ ନିୟମ ପାଳନ ହେଉଛି କି ନାହିଁ ତାହା ଉପରେ ସ୍ଥାନୀୟ ପୋଲିସ ଓ ଅବକାରୀ ବିଭାଗ ନଜର ରଖିବ ବୋଲି କୁହାଯାଇଛି।

 

 

powered by social2s